କଟକରୁ ଭୁବନେଶ୍ବରକୁ ଚାଲିଲା ବସ୍, ସରକାରୀ କର୍ମଚାରୀଙ୍କ ପାଇଁ ଯାତାୟତ ସୁବିଧା

Published By : Prameya-News7 Bureau | May 13, 2020 IST

କଟକ ୧୩।୫: କଟକରୁ ଭୁବନେଶ୍ବର ଗଡିଲା ବସ୍ । କଟକରୁ ଭୁବନେଶ୍ବର ଗଡିଲା OSRTCର ଗୋଟିଏ ବସ୍ । CDA-୯ ନମ୍ବର ଛକରୁ ବାହାରି ସତୀଚୌରା ଏବଂ ବାଦାମବାଡି ଦେଇ ଗଡିଲା ବସ୍ । ଏହି ବସ୍ ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲା ପର୍ଯ୍ୟନ୍ତ ଆସିଛି ।

{"id":269189,"sizeSlug":"large"}

ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଏହି ବସ୍ ଚାଲିଛି । ସମ୍ପୂର୍ଣ୍ଣ ସାନିଟାଇଜ୍ ହୋଇଛି ବସ୍ । ଏହାସହ ମାସ୍କ ପିନ୍ଧିଛନ୍ତି ସମସ୍ତ ଯାତ୍ରୀ । ଏହି ବସ୍ ଭୁବନେଶ୍ବରରୁ ଅପରାହ୍ନ ୫ଟା ୧୫ରେ ବାହାରି କଟକ ଫେରିବ । ବସ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

{"id":269190,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.