Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୯୩ ତମ ଏକାଡେମୀ ଆୱାର୍ଡ: ଓସ୍କାରରୁ ବାଦ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର୍’

26/04/2021 at 9:30 AM

ନୂଆଦିଲ୍ଲୀ ୨୬/୦୪: ଦୁନିଆର ସବୁଠୁ ବଡ ଆୱାର୍ଡ ସୋ’ କୁହାଯାଉଥିବା ଏକାଡେମୀ ଆୱାର୍ଡ ଆର୍ଥାତ୍ ଓସ୍କାର ଆୱାର୍ଡର ଘୋଷଣା କିଛି ଦିନ ପୂର୍ବରୁ କରାଯାଇଥିଲା । ୧୫ ମାର୍ଚ୍ଚ ୨୦୨୧ ରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ଓସ୍କାର ଆୱାର୍ଡ ନାମାଙ୍କନ ଘୋଷଣା କରିଥିଲେ । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ର ନାମ ମଧ୍ୟ ସାମିଲ୍ ଥିଲା । ବର୍ତ୍ତମାନ ଏହି ଆୱାର୍ଡ ସୋ’ ଆୟୋଜିତ ହୋଇଛି ।  ଏଥି ସହିତ, ଅନେକ ବର୍ଗର ଏହି ନାମାଙ୍କନ ମଧ୍ୟରୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । କିନ୍ତୁ ‘ଦ ହ୍ୱାଇଟ୍ ଟାଇଗର୍’ ଆୱାର୍ଡ ଜିତି ପାରି ନାହିଁ, ଫିଲ୍ମଟି ଶ୍ରେଷ୍ଠ ଆଡେପ୍ଟେଡ୍ ସ୍କ୍ରିନପ୍ଲେ ବର୍ଗରେ ମନୋନୀତ ହୋଇଥିଲା ।

93rd academy awards  the oscars

ଓସ୍କାର ଆୱାର୍ଡକୁ ଆପଣ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ । ସୂଚନା ଅନୁଯାୟୀ, ଆପଣ ଏହି ସୋ’ ଓସ୍କାର ଡଟ୍ କମ୍ କିମ୍ବା ଓସ୍କାରର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଦେଖିପାରିବେ । ଉଲ୍ଲେଖନୀୟ କଥା ହେଉଛି, ଭାରତରେ ଓସ୍କାର ଆୱାର୍ଡକୁ ମଧ୍ୟ ୨୬ ଏପ୍ରିଲ ରାତି ୮.୩୦ ରେ ପୁନଃ ପ୍ରସାରଣ କରାଯିବ, ଯାହାକୁ ଷ୍ଟାର ୱାର୍ଲ୍ଡ ଏବଂ ଷ୍ଟାର ମୁଭିଜ୍ ଚ୍ୟାନେଲରେ ଦେଖିବାକୁ ମିଳିବ ।

ଓସ୍କାରରେ ମନୋନୀତ ନାମାଙ୍କନ ସୂଚୀ :

ଶ୍ରେଷ୍ଠ ଅଭିନେତା :

ରିଜ୍ ଅହମ୍ମଦ, ଫିଲ୍ମ- ସାଉଣ୍ଡ ଅଫ୍ ମେଟାଲ

ଆନ୍ଥୋନି ହପକିନ୍ସ, ଫିଲ୍ମ – ଦି ଫାଦର

ଷ୍ଟିଭେନ୍ ୟୋନ୍, ଫିଲ୍ମ – ମିନାରୀ

ଗ୍ୟାରି ଓଲଡମ୍ୟାନ୍, ଫିଲ୍ମ – ମଙ୍କ

ଚାଡୱିକ୍ ବୋସମାନ୍, ଫିଲ୍ମ – ମା ରୈନେଜ୍ ବ୍ଲାକ୍ ବଟମ୍

ଶ୍ରେଷ୍ଠ ଅଭିନେତ୍ରୀ :

ଭେନେସା କିର୍ବି, ଫିଲ୍ମ – ପିସେସ୍ ଅଫ୍ ଏ ଓମେନ୍

ଭାୟୋଲା ଡେଭିସ୍, ଫିଲ୍ମ – ମା ରୈନେଜ୍ ବ୍ଲାକ୍ ବଟମ୍

ଫ୍ରାନ୍ସିସ୍ ମ୍ୟାକଡୋରମାଣ୍ଡ, ଫିଲ୍ମ – ନୋମାଡଲ୍ୟାଣ୍ଡ

ଆଣ୍ଡ୍ରା ଡେ, ଫିଲ୍ମ – ଦି ୟୁନାଇଟେଜ୍ ଷ୍ଟାଟସ୍ ଭର୍ସେସ୍ ବିଲୀ ହଲେଣ୍ଡ

କ୍ୟାରି ମୁଲିଗନ୍, ଫିଲ୍ମ – ପ୍ରମିସିଙ୍ଗ ୟଙ୍ଗ ଓମେନ୍

ସର୍ବୋତ୍ତମ ଫିଲ୍ମ :

ନୋମାଡଲ୍ୟାଣ୍ଡ

ପ୍ରମିସିଙ୍ଗ ୟଙ୍ଗ ଓମେନ୍

ମଙ୍କ

ମିନାରୀ

ଦି ଫାଦର୍

ଯୁଡାସ୍ ଏଣ୍ଡ ଦି ବ୍ଲାକ୍ ମେସିହା

ସାଉଣ୍ଡ ଅଫ୍ ମେଟାଲ୍

ଦି ଟ୍ରାଏଲ୍ ଅଫ୍ ଦି ଚିକାଗୋ ୭

ଶ୍ରେଷ୍ଠ ନିର୍ଦ୍ଦେଶକ :

ଡେଭିଡ ଫିଞ୍ଚର, ଫିଲ୍ମ – ମଙ୍କ

ଲି ଇସାକ୍ ଚୁଙ୍ଗ୍, ଫିଲ୍ମ – ମିନାରୀ

ଥୋମାସ୍ ୱିଣ୍ଟରବର୍ଗ, ଫିଲ୍ମ – ଆନାଦର ରାଉଣ୍ଡ

ଇମରଲ୍ୟାଣ୍ଡ ଫେନେଲ, ଫିଲ୍ମ – ପ୍ରମିସିଙ୍ଗ ୟଙ୍ଗ ଓମେନ୍

ଚୁଲୁ ଜୌ, ଫିଲ୍ମ – ନୋମାଡଲ୍ୟାଣ୍ଡ

   Related Posts