Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଅନାଥ ଲକ୍ଷ୍ମୀ ଆଜି ସ୍ପେନର ଅଧିବାସୀ

16/09/2018 at 10:58 PM

କଟକ;୧୬/୦୯- ପିଲାବେଳୁ କଟକର ଅନାଥା ଆଶ୍ରମରେ ବଢିଥିବା ଆଜି ସ୍ପେନର ଅଧିବାସୀ… ତେବେ ଦିର୍ଘ ୧୭ ବର୍ଷ ପରେ ସହି ଅନାଥ ଆଶ୍ରମ ବୁଲିବାକୁ ଆସି ଅତିତର ସ୍ମୃତିକୁ ସାଉଣ୍ଟିଛନ୍ତି ଲକ୍ଷ୍ମୀ ଓ ସାଗରିକା… ଏବେ ଦୁହେଁ ଓଡିଆ ବୁଝୁ ନଥିଲେ ଏନାଥା ଆଶ୍ରମରେ ଦୀର୍ଘ ସମୟ କଟିବା ସହ ପିଲାମାନଙ୍କ ସହ ଖେଳିଥିଲେ… ତେବେ ଉଭୟଙ୍କ ଏହି ପରିସ୍ଥିତି ପାଇଁ ଯିଏ ତାଙ୍କୁ ଏଭଳି ରାସ୍ତା ଦେଖାଇଥିଲା ତାଙ୍କୁ କୃତଞତା ଜଣାଇଛନ୍ତ ଉଭୟ।କୁହାଯାଏ ସମୟ ବଡ ବଳବାନ ଆଉ ଏହି ଉକ୍ତିର ପ୍ରମାଣ ହେଇଛନ୍ତି ସ୍ପେନର ଲକ୍ଷ୍ମୀ ଓ ସାଗରିକା… ଦିନ ଏ ଦୁହେଁ କଟକର ବସୁନ୍ଧାରରେ ରହି ବଢୁଥିବା ବେଳେ ଏବେ ସ୍ପେନର ଅଧିବାସୀ ପାଲଟିଯାଇଛନ୍ତି…ତେବେ ସ୍ପେନରୁ ଦିର୍ଘ ୧୭ ବର୍ଷ ପରେ ସେହି ଅନାଥ ଆଶ୍ରମକୁ ଆସି ନିଜର ପୂରୁଣା ସ୍ମୃତିକୁ ସାଉଣ୍ଟିଛନ୍ତି… ବସୁନ୍ଧରାରା ଲକ୍ଷ୍ମୀ ଏବେ ପାଲଟି ଯାଇଛନ୍ତି ସ୍ପେନ ର ମାରିଆ। ତେବେ ୨୦୦୧ ମସିହାରେ ସ୍ପେନର ଭିନ୍ନ ଭିନ୍ନ ଦମ୍ପତି ଲକ୍ଷ୍ମୀ ଓ ସାଗରିକାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ.. ତେବେ ଉଭୟ ଶନିବାର କଟକର ବସୁନ୍ଧରାର ଏହି ମହାମିଳନ ପର୍ବରରେ କାନ୍ଦି ପକାଇଥିଲେ ଉଭୟ ଲକ୍ଷ୍ମୀ ଓ ସାଗିରକା।
ସେଦିନ ଥିଲା ୧୯୯୯ ମସିହା ସାବତ ମାର ନିର୍ଯ୍ୟାତନା ସହି ନ ପାରି ଘର ଛାଡିଥିଲା ଲକ୍ଷ୍ମୀ। ତା ପରେ କଟକ ମଙ୍ଗଳାବଗର ଜଣେ ଡାକ୍ତରଙ୍କ ଘରେ କାମ କରୁଥିବା ବେଳେ ସେଠି ମାଲିକ ଚେଙ୍କ ଓ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପଡିଥିଲା ଲକ୍ଷ୍ମୀ । ତେବେ ସେହି ଅଞ୍ଚଳର ଏ ଓ୍ବାନ କ୍ଲବର ସଦସ୍ୟ ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମରେ ଛାଡି ଥିଲେ ।ତେବେ ୨ ବର୍ଷ ରହିବା ପରେ ସ୍ପେନର ଜଣେ ଦମ୍ପତି ଲକ୍ଷ୍ମୀକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଥିଲେ ଆଉ ଏହା ପରେ ବଦଳି ଯାଇଥିଲା ଲକ୍ଷ୍ମୀର କଣ୍ଟକିତ ରାସ୍ତା

   Related Posts