Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ବିବାହକୁ ଆସିଥିବା ଜ୍ୱାଇଁପୁଅ କରୋନା ସଂକ୍ରମିତ : ଶ୍ୱଶୁର ଘରେ ୪ ପଜିଟିଭ୍‌, ଚିନ୍ତାରେ ଅଞ୍ଚଳବାସୀ

9/08/2020 at 11:45 AM

ସିକୋ ୦୯।୦୮: ବେଗୁନିଆ ବ୍ଲକ୍‌ ସିକୋ ପଞ୍ଚାୟତରେ ଏକ ବିବାହରେ ଯୋଗଦେବାକୁ ଶ୍ୱଶୁର ଘରକୁ ଆସି ଜଣେ ଜାମାତା କରୋନା ବାଣ୍ଟିଛନ୍ତି । ଜାମାତାଙ୍କଠାରୁ ଶ୍ୱଶୁର ଘର ୪ ଜଣ ଏବଂ ତାଙ୍କର ଜଣେ ପଡ଼ୋଶୀ ସଂକ୍ରମିତ ହେବା ପରେ ସମସ୍ତଙ୍କୁ କୋଭିଡ୍‌ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଜନୈକ ସଂଖ୍ୟାଲଘୁ ପରିବାର ଘରକୁ ତାଙ୍କର ସମ୍ପର୍କୀୟ ଜାମାତା ଆସିଥିଲେ । ଏଠାରେ କିଛି ଦିନ ରହିବା ପରେ ତାଙ୍କର ଘର ଭୁବନେଶ୍ୱର ଫେରିଯାଇଥିଲେ । ତେବେ ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାରୁ ସିକୋ ସ୍ଥିତ ଶ୍ୱଶୁର ଘର ଏବଂ ତାଙ୍କର ପଡ଼ୋଶୀ ଲୋକଙ୍କ ସଂପ୍ପର୍ଶରେ ଆସିଥିବା ୨୦ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ୧୫ ଜଣଙ୍କର ନେଗେଟିଭ୍‌ ଆସିଥିବାବେଳେ ୫ଜଣ ପଜିଟିଭ୍‌ ଆସିଛନ୍ତି । ଘଟଣା ପରେ ସଂକ୍ରମିତ ଅଞ୍ଚଳକୁ ବିଶୋଧନ କରାଯାଇ ଆସନ୍ତା ୭୨ ଘଣ୍ଟା ପାଇଁ ସ୍ଥାନୀୟ ସରପଞ୍ଚ ସୁରେଶକୁମାର ସାହୁ ପାଇକ ସାହି, ମୁସଲମାନ ସାହି, ବଢେଇ ସାହି ଓ କଦମ୍ବଝଲା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।

   Related Posts