କାଲି ଉଦଘାଟନ ପରେ ଆଜିଠୁ ଭୀମଭୋଇ ମେଡିକାଲ କଲେଜରେ ଆରମ୍ଭ ହୋଇଛି

Published By : Prameya-News7 Bureau | September 02, 2018 IST

କାଲି ଉଦଘାଟନ ପରେ ଆଜିଠୁ ଭୀମଭୋଇ ମେଡିକାଲ କଲେଜରେ ଆରମ୍ଭ ହୋଇଛି ଓରିଏଣ୍ଟେସନ କ୍ଲାସ। ଭଲ ଡାକ୍ତର ସହ ଏକ ଭଲ ମଣିଷ ହେବାକୁ ଡିନ୍ ଦେଇଛନ୍ତି ଛାତ୍ରଛାତ୍ରୀଙ୍କୁ ମନ୍ତ୍ର। ପ୍ରଥମ ବର୍ଷର ପ୍ରଥମ କ୍ଲାସରେ ଛାତ୍ରଛାତ୍ରୀ ସହପାଠୀଙ୍କୁ ଜାଣିବାର ମୌକା ପାଇଛନ୍ତି । ୪ ତାରିଖରୁ ଆରମ୍ଭ ହେବ ଏମବିବିଏସ ପାଠପଢା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.