ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

କାଲି ଉଦଘାଟନ ପରେ ଆଜିଠୁ ଭୀମଭୋଇ ମେଡିକାଲ କଲେଜରେ ଆରମ୍ଭ ହୋଇଛି

2/09/2018 at 1:27 AM

କାଲି ଉଦଘାଟନ ପରେ ଆଜିଠୁ ଭୀମଭୋଇ ମେଡିକାଲ କଲେଜରେ ଆରମ୍ଭ ହୋଇଛି ଓରିଏଣ୍ଟେସନ କ୍ଲାସ। ଭଲ ଡାକ୍ତର ସହ ଏକ ଭଲ ମଣିଷ ହେବାକୁ ଡିନ୍ ଦେଇଛନ୍ତି ଛାତ୍ରଛାତ୍ରୀଙ୍କୁ ମନ୍ତ୍ର। ପ୍ରଥମ ବର୍ଷର ପ୍ରଥମ କ୍ଲାସରେ ଛାତ୍ରଛାତ୍ରୀ ସହପାଠୀଙ୍କୁ ଜାଣିବାର ମୌକା ପାଇଛନ୍ତି । ୪ ତାରିଖରୁ ଆରମ୍ଭ ହେବ ଏମବିବିଏସ ପାଠପଢା ।

   Related Posts