ଓଡ଼ିଶାର ଅରଗାନିକ୍‌ ମୁଢି 'ମୁରମୁରେଁ' - ଏଥିରେ ନାହିଁ କ୍ଷତିକାରକ ଦ୍ରବ୍ୟ, ସ୍ୱାସ୍ଥ୍ୟ ପାଇଁ ଭଲ

Published By : Prameya-News7 Bureau | January 13, 2020 IST

ଭୁବନଶ୍ୱର ୧୩।୦୧ - ସାରା ଓଡିଶାରେ ମୁଢି ଅତିପ୍ରିୟ । ଚା ସଙ୍ଗେ ହେଉ କି ଝାଲ ମୁଢି । ଏପରି କି ବାରିପଦାର ମୁଢି ମାଂସ ତରକାରୀ । ବାଲେଶ୍ୱରର ମୁଢି ମଟର ତରକାରୀ , ଗୁଗୁନି ମୁଢି ସମସ୍ତଙ୍କର ପ୍ରିୟ ।

{"id":210503,"width":535,"height":601,"sizeSlug":"large"}

ମୁରମୁରେଁ ମୁଢିକୁ ମୟୁର ଭଞ୍ଜରେ ପ୍ରସ୍ତୁତ କରାଯାଉଛି । ଉନ୍ନତମାନର ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନର ସହାୟତାରେ ସମ୍ପୂର୍ଣ୍ଣ ଅରଗାନିକ୍ ଉପାୟରେ ଏହି ମୁଢିକୁ ପ୍ରସ୍ତୁତ କରାଯାଉଛି । ବ୍ୟବସାୟିକ ଅଭିବୃଦ୍ଧି ହାସଲ କରିବା ହେଉଛି ମେସର୍ସ ସିଏ ର ଷ୍ଟାର୍ଟ ଆପ ଉଦ୍ୟମ ।

{"id":210504,"sizeSlug":"large"}

ମୁରମୁରେଁ ମୁଢି ପ୍ରସ୍ତୁତି ବେଳେ କେବଳ ପାରମ୍ପରିକ ଲୁଣ ବ୍ୟବହାର କରାଯାଇଥାଏ । ଏଥିରେ ୟୁରିଆ ସୋଢା ପରି କ୍ଷତିକାରକ ଜିନିଷ ବ୍ୟବହାର କରାଯାଏ ନାହିଁ । ଏବେ ଭାରତର ବିଭିନ୍ନ ସ୍ଥାନରୁ ଏହି ମୁଢି ବିକ୍ରି ପାଇ ପଠା ଯାଉଥିବା ବେଳେ ଏହେ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.