Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଓଡ଼ିଶାର ଅରଗାନିକ୍‌ ମୁଢି ‘ମୁରମୁରେଁ’ – ଏଥିରେ ନାହିଁ କ୍ଷତିକାରକ ଦ୍ରବ୍ୟ, ସ୍ୱାସ୍ଥ୍ୟ ପାଇଁ ଭଲ

13/01/2020 at 10:36 AM

ଭୁବନଶ୍ୱର ୧୩।୦୧ – ସାରା ଓଡିଶାରେ ମୁଢି ଅତିପ୍ରିୟ । ଚା ସଙ୍ଗେ ହେଉ କି ଝାଲ ମୁଢି । ଏପରି କି ବାରିପଦାର ମୁଢି ମାଂସ ତରକାରୀ । ବାଲେଶ୍ୱରର ମୁଢି ମଟର ତରକାରୀ , ଗୁଗୁନି ମୁଢି ସମସ୍ତଙ୍କର ପ୍ରିୟ ।

ମୁରମୁରେଁ ମୁଢିକୁ ମୟୁର ଭଞ୍ଜରେ ପ୍ରସ୍ତୁତ କରାଯାଉଛି । ଉନ୍ନତମାନର ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନର ସହାୟତାରେ ସମ୍ପୂର୍ଣ୍ଣ ଅରଗାନିକ୍ ଉପାୟରେ ଏହି ମୁଢିକୁ ପ୍ରସ୍ତୁତ କରାଯାଉଛି । ବ୍ୟବସାୟିକ ଅଭିବୃଦ୍ଧି ହାସଲ କରିବା ହେଉଛି ମେସର୍ସ ସିଏ ର ଷ୍ଟାର୍ଟ ଆପ ଉଦ୍ୟମ ।

ମୁରମୁରେଁ ମୁଢି ପ୍ରସ୍ତୁତି ବେଳେ କେବଳ ପାରମ୍ପରିକ ଲୁଣ ବ୍ୟବହାର କରାଯାଇଥାଏ । ଏଥିରେ ୟୁରିଆ ସୋଢା ପରି କ୍ଷତିକାରକ ଜିନିଷ ବ୍ୟବହାର କରାଯାଏ ନାହିଁ । ଏବେ ଭାରତର ବିଭିନ୍ନ ସ୍ଥାନରୁ ଏହି ମୁଢି ବିକ୍ରି ପାଇ ପଠା ଯାଉଥିବା ବେଳେ ଏହେ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

   Related Posts