ଜଗନ୍ନାଥଙ୍କ ଜମିରୁ ମୂଲ୍ୟବାନ୍ ପଥର ଲୁଟ୍ ଘଟଣା ; ତଦନ୍ତ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି

Published By : Prameya-News7 Bureau | February 14, 2019 IST

ଭୁବନେଶ୍ବର ୧୪|୨:  ଜଗନ୍ନାଥଙ୍କ ଜମିରୁ ମୂଲ୍ୟବାନ ପଥର ଲୁଟ ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗ, ଝିଙ୍କିବୋରି, ଅଣ୍ଡା ଅଞ୍ଚଳ ସହ ୪୦ଟି ସ୍ଥାନରୁ ଖଣିଜ ଲୁଟ୍ ଅଭିଯୋଗ ହୋଇଛି । ବିଦୁଭୂଷଣ ହରିଚନ୍ଦନଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏନଜିଟି ତଦନ୍ତ ନିର୍ଦ୍ଦେଶ ଦଇଛନ୍ତି ।

{"id":84983}

ତଦନ୍ତ ପାଇଁ ୪ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଏହି କମିଟିରେ ରହିବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ କିମ୍ବା ଯନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଏସଇଆଇଏଏ ସଦସ୍ୟ ସଚିବ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ । ୨ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.