Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ସୋସିଆଲ ମିଡିଆରେ ଚୀନ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିବା ପଡ଼ିଲା ମହଙ୍ଗା : କମ୍ୟୁନିଷ୍ଟ ନେତାଙ୍କୁ ଗିରଫ କରିବା ଲାଗି ଖୋଜୁଛି ପୋଲିସ୍

8/04/2020 at 7:10 PM

କରୋନା ମହାମାରୀଠୁ ବର୍ତ୍ତିବା ପାଇଁ ଚୀନ ସରକାରଙ୍କ ବିରୋଧରେ ବିଫଳତାର ଅଭିଯୋଗ କରିବା ଏବଂ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭାଣ୍ଡ କହୁଥିବା କମ୍ୟୁନିଷ୍ଟ ପାର୍ଟିର ନେତାଙ୍କୁ ଏବେ ଜେଲକୁ ପଠାଇବାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆଲୋଚନା କରୁଥିବା ନେତାଙ୍କ ବିରୁଦ୍ଧରେ କମ୍ୟୁନି​‌ଷ୍ଟ ପାର୍ଟି ଗୁରୁତର ଅଭିଯୋଗ ଆଣିଛି।

କମ୍ୟୁନିଷ୍ଟ ପାର୍ଟିର ମୁଖରା ନେତା ରେନ୍ ଝିକିୟାଙ୍ଗଙ୍କ ବିରୋଧରେ ଦୁର୍ନୀତି ଟିମ୍ କରିବ। ରେନ୍ ଝିକିୟାଙ୍ଗ୍ ଡିସେମ୍ବରରୁ ଚୀନରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ପ୍ରକୋପରୁ ବର୍ତ୍ତିବା ପାଇଁ ସରକାରଙ୍କ ଦୋଷତ୍ରୃଟିରେ ଲକ୍ଷ୍ୟ ସାଧି ଏକ ଅନଲାଇନ୍ ପ୍ରବନ୍ଧ ପ୍ରକାଶିତ କରିଥିଲେ। ଯାହା ପରଠୁ ରେନଙ୍କ ବିଷୟ​‌ରେ କିଛି ଜଣା ପଡ଼ି ପାରିନାହିଁ। ତାଙ୍କୁ ନିଖୋଜ ହେବାର ମାସେ ହୋଇଗଲାଣି। ତାଙ୍କର ପରିବାର ଲୋକେ ଏବଂ ପରିଚିତ ତାଙ୍କୁ ନେଇ ଚିନ୍ତିତ ଅଛନ୍ତି।

   Related Posts