ରାଉରକେଲା ଆଇଜିଏଚ ହସ୍ପିଟାଲକୁ ନେଇ ବିଜେପିକୁ ଟାର୍ଗେଟ କଲେ ବିରୋଧୀ

Published By : Prameya-News7 Bureau | June 24, 2018 IST

ରାଉରକେଲା ଆଇଜିଏଚ ହସ୍ପିଟାଲ କାମ ଆରମ୍ଭ ହେବା ନେଇ ଦିନକୁ ଦିନ ବଢି ଚାଲିଛି ଆରୋପ ପ୍ରତ୍ୟାରୋପ | ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟ ଓ ତାର ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରିଟ୍ୱିଟ ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.