Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବାଲିଗୁଡାରେ ଅପରେସନ ନୀଳ ଜହର, ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

9/12/2021 at 8:39 AM

ବାଲିଗୁଡା ୦୯/୧୨:  କନ୍ଧମାଳ ଜିଲ୍ଲା  ବାଲିଗୁଡା ଥାନା ଅଞ୍ଚଳରେ ପୁଣି ଅପରେସନ ନୀଳ ଜହର l ବାଲିଗୁଡା ଥାନା ଅନ୍ତର୍ଗତ ବୁଦ୍ରୁକିଆ ଓ ସିନ୍ଦ୍ରିଗାଁ ଅଂଚଳରେ ଶହେ ପଞ୍ଚାବନ ଏକର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଂଜେଇ ଗଛ ନଷ୍ଟ ।

ବୁଧବାର ଦିନ ପୋଲିସ ଓ ଅବକାରୀ ବିଭାଗ ମିଳିତ ଅପରେସନ କରି ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି l ଏହାର ଆନୁମାନିକ ମୂଲ୍ୟ  ପନ୍ଦର କୋଟିରୁ ଉର୍ଦ୍ଧ୍ୱ ହେବବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l ମିଳିତ ଅପରେସନ ନୀଳ ଜହରରେ ପୋଲିସ ଅବକାରୀ ବିଭାଗ କର୍ମଚାରୀ ସମେତ ତହସିଲଦାର ଓ ରାଜସ୍ବ କର୍ମଚାରୀ ଆଦି ଉପସ୍ଥିତ ଥିଲେ l 

   Related Posts