Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜିଠାରୁ ପୁଣି ଥରେ ଅପରେସନ ଅଲ ଆଉଟ

18/06/2018 at 5:23 AM

ସରିଲା ରମଜାନ୍ ମାସ,ଏଥି ସହ ଜମ୍ମୁ-କାଶ୍ମୀର ସେନା ପକ୍ଷରୁ ଘୋଷଣା କରାଯାଇଥିବା ଅସ୍ତ୍ରବିରତି ଶେଷ ହୋଇଛି । ଆଜିଠାରୁ ପୁଣି ଥରେ ଅପରେସନ ଅଲ ଆଉଟ ବା ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ ହୋଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ଆତଙ୍କବାଦୀଙ୍କ ହିଂସା, ଆତଙ୍କ ଓ ହତ୍ୟାକୁ ରକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଅସ୍ତ୍ରବିରତି ଅବଧିକୁ ଅମରନାଥ ଯାତ୍ରା ଶେଷ ହେବା ଯାଏଜାରି ରଖିବାକୁ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ ତିଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି ।

   Related Posts