ଆରମ୍ଭ ହେଲା ଅପରେସନ ଅଲ ଆଉଟ

Published By : Prameya-News7 Bureau | June 18, 2018 IST

ସରିଲା ରମଜାନ ମାସ | ଜାମ୍ମୁ କାଶ୍ମୀର ସେନା ପକ୍ଷରୁ ଘୋଷଣା କରାଯାଇଥିବା ଅସ୍ତ୍ର ବିରତି ଶେଷ ହୋଇଛି | ଆଜିଠୁ ପୁଣି ଠାରେ ଅପରେସନ ଅଲ ଆଉଟ ବା ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ ହେବ | ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.