ମହାନଦୀ ଓ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ
2/06/2018 at 10:39 AM

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରେସମିଟ୍
‘ଓଡ଼ିଶା ପ୍ରତି ଅନ୍ୟାୟ କରିଛନ୍ତି ବିଜେଡି ଓ ବିଜେପି’
‘ମହାନଦୀ ପାଣି ରୋକିବାକୁ ଚିନ୍ତା କରିନାହାନ୍ତି ଓଡ଼ିଶା ସରକାର’
‘ଛତିଶଗଡ଼କୁ ମଧ୍ୟ ବିରୋଧ କରିନି କେନ୍ଦ୍ର ସରକାର’
‘ଏହାର ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ’