Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

୧୧ ଜିଲ୍ଲାରେ କେବଳ ଶନିବାର ଓ ରବିବାର ସଟଡାଉନ୍, ଅଯଥା ଗୁଜବରେ ବିଶ୍ୱାସ ନକରିବାକୁ ଏସଆରସିଙ୍କ ପରାମର୍ଶ

9/06/2020 at 10:13 PM

ଭୁବନେଶ୍ୱର, ୦୯|୦୬:  କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୧୧ ଟି ଜିଲ୍ଲାରେ ଏବେ ଶନିବାର ଓ ରବିବାର ସଟଡାଉନ୍ ହେଉଛି । କିନ୍ତୁ କେହି କେହି ଅନ୍ୟ ଦିନରେ ସଟଡାଉନ୍ ହେବ ବୋଲି ମଧ୍ୟ ପ୍ରଚାର କରୁଛନ୍ତି । ଏହି ଖବରକୁ ଖଣ୍ଡନ କରି ଟ୍ୱିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବା ଏସଆରସି ପ୍ରଦୀପ ଜେନା । ଏହା ଏକ ଗୁଜବ ବୋଲି ସେ କହିଛନ୍ତି ।

ଏସଆରସି କହିଛନ୍ତି ଯେ, ସପ୍ତାହରେ କେବଳ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ । ୧୧ ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ । ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ ସଟ୍‌ଡାଉନ୍‌ ହେବନାହିଁ । ଅନ୍ୟ ଦିନ ଗୁଡ଼ିକରେ ସଟ୍‌ଡାଉନ୍‌ ନେଇ ଗୁଜବକୁ ବିଶ୍ୱାସ କରନ୍ତୁନି ବୋଲି ସେ ପରାମର୍ଶ ଦେବା ସହ ଆତଙ୍କିତ ନହେବାକୁ ମଧ୍ୟ କହିଛନ୍ତି ।

   Related Posts