Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ବନବିଭାଗରୁ ଅନଲାଇନରେ ମଗାନ୍ତୁ ଗଛ : ୧୦ଟଙ୍କାରେ ପହଞ୍ଚିବ ଆପଣଙ୍କ ଘରେ

20/06/2019 at 4:26 PM

ଭୋପାଳ ୨୦/୬: ମୈାସୁମୀ ଆଗମନ ସହ ବର୍ଷା ଆରମ୍ଭ ହୋଇଯାଇଛି। ଯଦି ଆପଣଙ୍କୁ ଫଳ ଏବଂ ଛାଇ ପ୍ରଦାନ କରୁଥିବା ଗଛର ଆବଶ୍ୟକତା ରହିଛି ତେବେ ଏଣୁ ତେଣୁ ଯିବାର ଆବଶ୍ୟକତା ନାହିଁ। ବନ ବିଭାଗ ଆପଣଙ୍କ ଘରେ ଗଛ ଆଣି ପହଞ୍ଚାଇବାର ଯୋଜନା ଲଞ୍ଚ କରି ସାରିଛି।

ଏହି ଯୋଜନା ଅନୁସାରେ ବନ ବିଭାଗରେ ଦାବି ପତ୍ର ଦେବା ପରେ ଆପଣଙ୍କୁ ମାତ୍ର ୧୦ଟଙ୍କାର ଗଛ ହିସାବରେ ବନ ବିଭାଗ ଗଛ ପ୍ରଦାନ କରିବ। ବନ ବିଭାଗର ଓ୍ବେବସାଇଟରେ ନା କେବଳ ବନ ବିଭାଗର ବରଂ ଦେଶସାରା ସଞ୍ଚାଳିତ ୧୭୦ଟି ନର୍ସରିରେ ଗଛର ଉପଲବ୍ଧତା ବିଷୟରେ ସୂଚନା ନିଆଯାଇପାରିବ।

   Related Posts