Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସ୍କୁଲର ଉପସ୍ଥାନ ସିଧା ଦେଖିବ ଲୋକସେବା ଭବନ : ଖୁବ୍‌ଶୀଘ୍ର ଲାଗୁ ହେବ ଅନଲାଇନ୍ ଉପସ୍ଥାନ ବ୍ୟବସ୍ଥା

25/10/2019 at 2:55 PM

ଭୁବନେଶ୍ବର ୨୫।୧୦: ରାଜ୍ୟର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଲୋକସେବା ଭବନରୁ ସିଧାସଳଖ ଦେଖିବ ଗଣଶିକ୍ଷା ବିଭାଗ । ଖୁବ୍ ଶୀଘ୍ର ସ୍କୁଲରେ ଲାଗୁ ହେବ ଅନ୍‌ଲାଇନ ଉପସ୍ଥାନ ବ୍ୟବସ୍ଥା । ଏହି ବ୍ୟବସ୍ଥା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ହେବ ଲାଗୁ ହେବ । ଏହା ଦ୍ବାରା ଜାଣି ହେବ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ । ପାଇଲଟ୍‌ ପ୍ରକଳ୍ପ ଭାବେ ପ୍ରତମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ । ଉପସ୍ଥାନ ସୂଚନା ଲାଗି ସିଧା ସ୍କୁଲରୁ ସିଧା ଲୋକସେବା ଭବନକୁ ସଂଯୋଗୀକରଣ ହେବ ।

ସେହିଭଳି ରାଜ୍ୟରେ ୧୦୦ଟି ସ୍କୁଲ ଅଫ୍ ଏକ୍ସଲେନ୍ସ ଚିହ୍ନଟ ହେବ । ଚଳିତବର୍ଷଠାରୁ ୧୦୦ଟି ସ୍କୁଲରେ ସ୍ପୋକନ୍‌ ଇଂଗ୍ରାଜୀ ସହ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହେବ । ଏଥିପାଇଁ ସ୍କୁଲକୁ ଭିତ୍ତିଭୂମୀ ଯୋଗାଇ ଦିଆଯିବ । ସେହିଭଳି ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ଗଣଶିକ୍ଷା ବିଭାଗ । ହେଲ୍ପ ଲାଇନ୍ ନମ୍ବର ହେଉଛି ୧୪୪୧୭ ।  

   Related Posts