Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଆଗକୁ ଆହୁରି ବଢ଼ିବା ସମ୍ଭାବନା

22/09/2019 at 11:36 AM

ଭୁବନେଶ୍ବର ୨୨/୯: ପିଆଜ ବଜାରରେ ତାତି । ପ୍ରଥମେ ପିଆଜକୁ ନେଇ ଚାଷୀ ଲୁହ ଗଢ଼ାଇଥିଲେ ଏବେ ଗ୍ରାହକ କାନ୍ଦୁଛନ୍ତି । କାରଣ ପିଆଜ ଦର ଏବେ ଆକାଶ ଛୁଆଁ ହେଲାଣି । ଦର ହୁ ହୁ ହୋଇ ବଢ଼ୁଥିବାରୁ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଦେଇଛି । ସପ୍ତାହକରେ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି ।

ଆଗକୁ ଆହୁରି ବଢ଼ିବା ନେଇ ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ଓଡ଼ିଶା ବଜାରରେ ପିଆଜ ଦରରେ ତାତି ବଢ଼ିଛି ବୋଲି ଦୋକାନୀ କହୁଛନ୍ତି । ତେବେ ବ୍ଯବସାୟୀ ମାଲାମାଲ୍ ହେଉଥିବା ବେଳେ ସାଧାରଣ ଖାଉଟି ଚଢା ଦରରେ ବିକ୍ରି ହେଉଥିବା ପିଆଜକୁ ହାତ ମାରିପାରୁନାହାନ୍ତି । ଖାଉଟିମାନେ ଯେପରି ସୁଲଭ ଦରରେ ପିଆଜ ପାଇ ପାରିବେ ସେ ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି । 

   Related Posts