Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ରକ୍ତାଭାବ ଓ କ୍ୟାନସର ଭଳି ୧୦ଟି ମାରାତ୍ମକ ରୋଗଗରୁ ରକ୍ଷା କରିପାରିବ ଏହି ପରିବା, ଯୌନରୋଗ ଓ ସ୍ୱପ୍ନଦୋଷର ମଧ୍ୟ ଦେବ ମୁକ୍ତି

4/07/2019 at 8:40 PM

ଘରର ରୋଷେଇରେ ଦୈନନ୍ଦିର ବ୍ୟବହାର ହେଉଥିବା ପନିପରିବା ଯେ କାହାରିକୁ ରୋଗରୁ ମୁକ୍ତ ରଖି ପାରେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ନିରାଟ ସତ୍ୟ। ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ମସଲା ଓ ଲଗେଇ କରି ପିଆଜ ଖାଉଥାଏ। ହେଲେ ତାର ତାର ଚମତ୍କାର ଔଷଧିୟ ଗୁଣ ବି ରହିଛି। ଆମ ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ଏହି ପରିବା ଆମ ଶରୀରର ରକ୍ତ ସୋଧନରେ ବେଶ ସହାୟ ହୋଇଥାଏ।

ନାଲି ପିଆଜ ଅପେକ୍ଷା ଧଳା ପିଆଜ ପୁରୁଷଙ୍କ ପାଇଁ ବେଶ ଉପଯୋଗୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଥିବା ସଲଫର ତତ୍ୱ ବିଭିନ୍ନ ଯୌନ ରୋଗ ସମେତ ହୃଦରୋଗ, କ୍ୟାନସର ଭଳି ସମସ୍ୟାର ସମାଧାନରେ ସହାୟକ ହୋଇଥାଏ। କଞ୍ଚା ସାଲାଡ, ମସଲା ଓ ଭଜାରେ ଏହି ପିଆଜକୁ ପ୍ରଚୁର ପରିମାଣରେ ଖିଆଯାଇପାରେ। ଏହା ଦ୍ୱାରା ସ୍ୱପ୍ନଦୋଷ, ସେକ୍ସ ପାଇଁ ଇଛା ନହେବା, ଶୀଘ୍ର ପତନ, ଧକ୍କା ଓ ଦୁର୍ବଳତା ଦୂର କରିବାରେ ସହାୟକ ହୋଇଥାଏ।

୧୦୦ ଗ୍ରାମ ଓଜନର ଧଳା ପିଆଜରେ ୧.୨ ଗ୍ରାମ ପ୍ରୋଟିନ, ୧୧.୧ ମିଲିଗ୍ରାମ କାର୍ବୋ ହାଇଡ୍ରେଟ୍, ୧୫ ମିଲିଗ୍ରାମ ବିଭିନ୍ନ ଭିଟାମିନ, ୪୬.୯ ମିଲିଗ୍ରାମ କ୍ୟାଲସିୟମ, ୫୦ ମିଲିଗ୍ରାମ ଫସଫରସ, ୫୦ ମିଲିଗ୍ରାମ କ୍ୟାଲୋରୀ ଓ ୮୬.୬ ମିଲିଗ୍ରାମ ଜଳିୟ ତତ୍ୱ ରହିଥାଏ। ଏଣୁ ଖରାଦିନ ପ୍ରଚୁର ପରିମାଣରେ ଏହି ପିଆଜ ଖାଇଲେ ଅଂଶୁଘାତ ଜନିତ ଭୟ ଦୂର ହୋଇଥାଏ। ଏହା ଛଡା ଏହି ପିଆଜ ଯୋଗୁ ପ୍ରୋଟେଷ୍ଟ କ୍ୟାନସର ହୋଇ ନଥାଏ। ପିଆଜରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହୁଥିବାରୁ ଶରୀରରେ ରକ୍ତହୀନତା ସୃଷ୍ଟି ହୋଇନଥାଏ।

   Related Posts