ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | September 17, 2019 IST

ବାଲିପାଟଣା ୧୭।୯: ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ବାଲିପାଟଣା ଥାନା ଅଠାନ୍ତର ଗ୍ରାମର ପ୍ରତାପ ନାଥ ।

{"id":158836}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା କଲେଜ ଛକରେ ପ୍ରତାପ ବାଇକ୍ ରେ ଆସୁଥିବା ବେଳେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପ୍ରତାପ ଗୁରୁତର ଭାବେ ଆହାତ ହୋଇଥିଲେ । ଖବର ପାଇ ବାଲିପାଟଣା ଥାନା ପିସିଆର୍ ପ୍ରତାପଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ତେବେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.