Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବର ଏମ୍ସରୁ ପୁଣି ଜଣେ ଠକ ଯୁବତୀକୁ ଗିରଫକଲା ପୋଲିସ

ଭୁବନେଶ୍ବର୧୯|୮:ଏମ୍ସରୁ ପୁଣି ଜଣେ ଠକ ଯୁବତୀ ଗିରଫ ହୋଇଛି ।ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ଏମ୍ସର କର୍ମଚାରୀ କହି ଲୋକଙ୍କୁ ଠକୁଥିଲା ଟଙ୍କା ।ଖଣ୍ଡଗିରି ଥାନାରେ ଏତଲା ହୋଇଥିଲା । ଗିରଫ ଯୁବତୀ  କନ୍ଧମାଳର ସାବିତ୍ରୀ ବେହେରା ବୋଲି ଜଣାପଡିଛି ।ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ଏମ୍ସରୁ ଜଣେ ଯୁବତୀଙ୍କୁ ଗିରଫ କରିଥିଲା ପୋଲିସ ।

339 Views

   ସମ୍ବନ୍ଧିତ ଖବର