୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ITI ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | October 04, 2021 IST

ବଡ଼ବିଲ ୪।୧୦: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ITI ଛାତ୍ରଙ୍କ ମୃତ୍ୟୁ । ଅନ୍ୟ ଜଣେ ଛାତ୍ର ଗୁରୁତର । ମୃତ ଛାତ୍ର ହେଉଛନ୍ତି ସରୋଜ କୁମାର ଘଣା।  ଗୁରୁତର ଛାତ୍ର ସମୀର କୁମାର ରଣା ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଗେଟ୍ ଉପରେ ଆପ୍ରେଣ୍ଟିପସିପ୍  ମେଳାର ବ୍ୟାନର ବାନ୍ଧିବା ବେଳେ ଘଟିଛି ଅଘଟଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.