Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଛାତ୍ର ଅନୁଭବ ମହାନ୍ତି ନିଖୋଜ, ବର୍ତ୍ତିଗଲେ ୩ ଛାତ୍ର

18/11/2019 at 2:36 PM

ଜଳେଶ୍ବର୧୮|୧୧: ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଛାତ୍ର ନିଖୋଜ । ଅଳ୍ପକେ ବର୍ତ୍ତିଲେ ଅନ୍ୟ ୪ ଜଣ ଛାତ୍ର । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ସମୁଦ୍ରକୁ  ପାଞ୍ଚ ଜଣ କଲେଜ ପିଲା ବୁଲିବାକୁ ଯାଇଥଲେ । ସମୁଦ୍ର ରେ ଗାଧେଇ ବା ସମୟରେ ଜଣେ ଭାସି ଯାଇ ନିଖୋଜ ହୋଇଛି।

ନିଖୋଜ ଛାତ୍ର ହେଲେ ସିଙ୍ଗଲା ଥାନା ଅନ୍ତର୍ଗତ ଅସ୍ତି ଗାଁର ଅନୁଭବ ମହାନ୍ତି  । ସମସ୍ତେ ସ୍ଥାନୀୟ ଜାମଶୁଳି କଲେଜର ଛାତ୍ର । ଖବର ପାଇ ବାଲିଆପାଳ ଦମକଳ ବାହିନୀ  ଓ ତହସିଲଦାର ପହଂଚିଛନ୍ତି ।

 ବର୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କୁ ଖୋଜ ଚାଲିଛି । ଡଗରା ବିଚ୍‌କୁ ସବୁ ଦିନ ପର୍ଯ୍ୟଟକ ଆସନ୍ତି । ତେଣୁ ସେଠାରେ ଗୋଟିଏ ସ୍ପିଡ଼ ବୋଟ ଡ଼ାକବଙ୍ଗଳାରେ ରଖିବାକୁ ଦାବି ହେଉଛି ।

   Related Posts