Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରାଘାତରେ ଜଣଙ୍କ ମୃତ୍ୟୁ

5/05/2020 at 10:32 PM

ବ୍ରହ୍ମପୁର୫/୫: ବ୍ରହ୍ମପୁର ଟାଟା କଲୋନୀ ଅଞ୍ଚଳରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଉଛନ୍ତି ସୁବାଷ ଚନ୍ଦ୍ର ସାହୁ । ବୟସ ୬୮ ବର୍ଷ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

   Related Posts