ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା !

Published By : Prameya-News7 Bureau | December 10, 2019 IST

ବାଲିଗୁଡା ୧୦।୧୨: ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳିକରି ହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ  ପାତ୍ରସାହି ଗାଁରେ  ଘଟିଛି ଏପରି ଘଟଣା । ମୃତ ସୂଚନା ଅଧିକାର କର୍ମୀ ତଥା ବାଟାଗୁଡାର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ।

{"id":195885,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ପାତ୍ରସାହି ସ୍ଥିତ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ସମୟରେ ଦୁଇଜଣ  ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରି ଫେରାର । ଅଭମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାର ତାଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.