Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମାଆର ଶ୍ରାଦ୍ଧରେ ପିଣ୍ଡ ଦାନ କରି ଫେରିଲା ବେଳେ ପୁଅର ମୃତ୍ୟୁ

24/12/2019 at 9:18 PM

ଯାଜପୁର୨୪/୧୨: ମାଆଙ୍କ ଶ୍ରାଦ୍ଧ ଦିବସରେ ପିଣ୍ଡ ଦାନ କରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ପୁଅ ମୃତ୍ୟୁ। ମୃତକ ହେଲେ ମାଳଦା ଗ୍ରାମର ହରେକୃଷ୍ଣ ସାହୁ। ମୃତ ହରେକୃଷ୍ଣ ସାହୁ ମାଆଙ୍କ ଶ୍ରାଦ୍ଧା କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ତାଙ୍କ ବାଇକ ସହ ଅନ୍ୟ ଏକ ବାଇକ ଧକ୍କା ହୋଇଥିଲା। ରକ୍ତାତ ଅବସ୍ଥାରେ ସେ ଘଟଣାସ୍ଥଳରେ ପଡି ଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣା ନିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଇଛି।  ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀପକ୍ଷରୁ କ୍ଷତିପୁରଣ ଦାବୀରେ ମାଳଦା ଛକରେ ବରୀ ଯାଜପୁର ମୁଖ୍ୟ ରାସ୍ତା ଧାରଣରେ ବସିଛନ୍ତି।

ଗତ କାଲି ଏକ ଛାତ୍ରଙ୍କର ଦୁର୍ଘଟଣାରେ ମୃତ୍ୟୁ  କାରଣରୁ ମାଳଦାରେ ରାସ୍ତା ରୋକ  ହୋଇଥିଲା।  ଘଟଣାସ୍ଥଳରେ ପୋଲିସ ପହଂଚି ଆନ୍ଦୋଳନ କାରୀ ଙ୍କୁ ବୁଝାସୁଝା କରୁଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

   Related Posts