ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଲେ ବୃଦ୍ଧା, ପୋଲିସର ବୁଝାସୁଝା ପରେ କ୍ଷତିପୂରଣ ଦାବିରେ ଚାଲିଥିବା ରାସ୍ତାରୋକ ହଟିଲା

Published By : Prameya-News7 Bureau | December 22, 2019 IST

ବେତନଟୀ  ୨୨।୧୨: ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥ ତାରାକୋଟି ନିକଟରେ ଦୁର୍ଘଟଣା ଘଟିଛି । ମୃତକ ତାରାକୋଟି ଗାଁର ସୁଦର୍ଶନ ମହାକୁଡ଼ ବୋଲି ଜଣାପଡିଛି ।

{"id":201257,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁଦର୍ଶନ ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ  କ୍ଷତି ପୁରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ଜାତୀୟ ରାଜପଥ ଅବରୋଧ କରାଯାଇଛି। ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାଜପଥ ଅବରୋଧରୁ ଓହରିଛନ୍ତି ଉତ୍ତ୍ୟକ୍ତଲୋକ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.