Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ହଲିଉଡରେ ସବୁଠୁ ଆକର୍ଷକ ଫିଗର ଥିବା ଏହି ଅଭିନେତ୍ରୀଙ୍କ ହଟ୍ ଫଟୋ ହେଉଛି ଭାଇରାଲ

27/03/2019 at 3:18 PM

ହଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ନିଜ ଫିଗର ଓ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ ଜାଣନ୍ତୁ ଏମିତି ଏକ ଅଭିନେତ୍ରୀ ବିଷୟରେ ଯିଏ ନିଜ ଫିଗର ଓ ଫିଟନେସ ପାଇଁ ପୁରା ବିଶ୍ୱରେ ଫେମସ।
ଏହି ଅଭିନେତ୍ରୀ ଦେଖିବା ପାଇଁ ମଧ୍ୟ ଖୁବ୍‌ ସୁନ୍ଦର। ଏରିଅଲ ୱିଣ୍ଟର ନାମକ ଏହି ଅଭିନେତ୍ରୀ ଅଧିକାଂଶ ସମୟ ଚର୍ଚ୍ଚାରେ ଥାନ୍ତି। ୧୯୯୮ ମସିହା ଜାନୁଆରୀ ମାସ ୨୮ ତାରିଖ ଆମେରିକାରେ ତାଙ୍କ ଜନ୍ମ ହୋଇଥିଲା। ଏରିଅଲଙ୍କୁ ଏବେ ୨୦ ବର୍ଷ। ବହୁତ କମ ବୟସରେ ସେ ଲୋକପ୍ରିୟତା ହାସଲ କରିଛନ୍ତି। ନିଜର ଏକ ଭିନ୍ନ ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି ଏରିଅଲ।
ଏରିଅଲ ଜଣେ ମଡେଲ, ଅଭିନେତ୍ରୀ ଓ ଗାୟିକା। ହଲିଉଡର ଅନେକ ଫିଲ୍ମ ତଥା ଟିଭି ସିରିଜ୍‌ରେ ସେ ଅଭିନୟ କରିଛନ୍ତି। ଏହା ସହ ସେ ଅନେକ ଷ୍ଟେଜ ସୋରେ ମଧ୍ୟ ପରଫର୍ମ କରିଛନ୍ତି। ଏରିଅଲ ସବୁବେଳେ ନିଜ ବୋଲ୍‌ଡ ଲୁକ୍‌ ପାଇଁ ଚର୍ଚ୍ଚାରେ ଥାନ୍ତି।
ଇଣଷ୍ଟାଗ୍ରାମରେ ତାଙ୍କୁ ୪ ମିଲିୟନରୁ ଅଧିକ ଫାନ ଫଲୋ କରନ୍ତି। କେବଳ ସେତିକି ନୁହଁ ଗୁଗୁଲରେ ମଧ୍ୟ ତାଙ୍କୁ ବହୁତ ସର୍ଚ୍ଚ କରାଯାଏ।   

 

   Related Posts