କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା: ବଜ୍ରପାତରେ ନବ ବିବାହିତ ବରର ମୃତ୍ୟୁ, ୫ଗୁରୁତର

Published By : Prameya-News7 Bureau | May 15, 2019 IST

ଆନନ୍ଦପୁର୧୫|୫ :   ବିବାହ ପରେ ଚର୍ତୁଥି ଭୋଜି ଚାଲିଥିବାବେଳେ ଆଜି ସଂଧ୍ୟାରେ ବରର ମୃତ୍ୟୁ ହୋଇଛି ।ମୃତ ବରଙ୍କ ନାଁ ଜିତେନ୍ଦ୍ର ମୁର୍ମୁ ବୋଲି ଜଣାପଡିଛି ।

{"id":112210}

ଏଥିସହ ଅନ୍ୟ ୪ଜଣ ମଧ୍ୟ ଗୁରୁତର ହୋଇଛନ୍ତି ।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗିରିଆପାଳ  ଗାଁରେ ଘଟିଛି ଏଭଳି ଅଘଟଣ ।

{"id":112213}

ଗୁରୁତରଙ୍କୁ କେଶଦୁରାପାଳ ଓ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘସିପୁରା ଥାନା ବାଟସାହି ଗାଁ ରେ ମଧ୍ୟ ବଜ୍ରପାତରେ ଜଣେ ଯୁବକ ଗୁରୁତର ହୋଇଥିବା ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.