ହୋଲି ହେଲା କାଳ : ଗାଧୋଇବା ବେଳେ ଭାସିଗଲେ ଦୁଇ ଭାଇ ; ବଡ ମୃତ, ସାନ ଉଦ୍ଧାର

Published By : Prameya-News7 Bureau | March 10, 2020 IST

ପଟ୍ଟାମୁଣ୍ଡାଇ ୧୦।୩: ହୋଲି ଖେଳ ବେଳେ ଅଘଟଣ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିଆଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହୋଲି ଖେଳିସାରି ପୋଖରୀରେ ଗାଧୋଇବା ବେଳେ ଦୁଇ ଭାଇ ପୋଖରୀରେ ବୁଡିଯାଇଥିଲେ । ଦୁଇ ଭାଇଙ୍କୁ ବୁଡି ଯାଉଥିବାର ଦେଖି ଗ୍ରାମବାସୀମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସାନ ଭାଇଙ୍କୁ ଉଦ୍ଧର କରିଥିବା ବେଳେ ବଡ ଭାଇଙ୍କର ମୃତ୍ୟୁ ହୋଇଛି । । ମୃତକ ହେଲେ ଆୟୁଷ୍ମାନ ପରିଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.