ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ, ବାରହା ଶିକାର ପାଇଁ ବସା ଯାଇଥିଲା ଫାଶ

Published By : Prameya-News7 Bureau | July 11, 2021 IST

ବଲାଙ୍ଗୀର ୧୧।୭: ବଲାଙ୍ଗୀର ଖର୍ଲିକାନୀର ମିର୍ଧାପଡ଼ା କରଲାବାହଲି ଜଙ୍ଗଲରେ ଅଘଟଣ । ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ ହୋଇଛି । ଗାଈ ଚରାଇବାକୁ ଯାଇଥିବା ବେଳେ ଘଟିଛି ଏଭଳି ଅଘଟଣ । ମୃତକ ଜଣଙ୍କ ହେଲେ ଖର୍ଲିକାନୀ ଗାଁର ଶେଷ କୁଆଚି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.