ଚାଷ ଜମିକୁ ଯାଇ ଆଉ ଫେରିଲେନି, ବଜ୍ରାଘାତରେ ଗଲା ରଘୁନାଥଙ୍କ ଜୀବନ

Published By : Prameya-News7 Bureau | June 02, 2021 IST

ବ୍ରହ୍ମଗିରି ୦୨।୦୬ : ବଜ୍ରାଘାତରେ ଜଣେ ମୃତ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୁଆଗାଁର ଘଟିଛି ଅଘଟଣ । ମୃତକ ରଘୁନାଥ ବେହେରା ବୋଲି ଜଣାପଡିଛି । ରଘୁନାଥ ସକାଳୁ ନିଜ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଯାହାଫଳରେ କି ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ବୟସ ୬୦ ବର୍ଷ ହେବ ବୋଲି ସୂଚନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.