ସାମାନ୍ୟ ବଚସାରୁ ଧସ୍ତାଧସ୍ତି, ତଳେ ପଡି ଚାଲିଗଲା ଜଣଙ୍କ ଜୀବନ
9/01/2021 at 5:35 PM

ପଟ୍ଟାମୁଣ୍ଡାଇ ୯।୧: ସାମାନ୍ୟ ବଚସାରୁ ତୁମୁଳକାଣ୍ଡ । କେନ୍ଦ୍ରାପଡା ଜିଲ୍ଲା ଆଳି ସିଙ୍ଗିରି ବଜାରରେ କଥା କଟାକଟିକୁ ନେଇ ଧସ୍ତାଧସ୍ତି । ସେହି ସମୟରେ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ମୃତକ ପଶ୍ଚିମବଙ୍ଗରୁ ଆସି ଓଡିଶାରେ କାମ କରୁଥିଲେ । ତାଙ୍କର ତାଙ୍କ ସମ୍ପର୍କୀୟଙ୍କ ସହ ଦୀର୍ଘ ସମୟ ଧରି ସିଙ୍ଗିରି ଧସ୍ତା ଧସ୍ତି ଲାଗିଥିଲା ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021