Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୁଲୱାମା ଏନକାଉଣ୍ଟରରେ ଆଉ ଏକ ଆତଙ୍କବାଦୀ ନିହତ

18/02/2019 at 6:54 PM

କାଶ୍ମୀର ୧୮/୨ : ପୁଲୱାମାରେ ଆଉ ଏକ ଆତଙ୍କବାଦୀକୁ ହତ୍ୟା କରିଛନ୍ତି ଭାରତୀୟ ସେନା | ଗତ ୧୮ ଘଣ୍ଟା ହେଲା ସେଠାରେ ସର୍ଚ୍ଚ ଅପରେସନ ସହ ଏନକାଉଣ୍ଟର ଜାରି ରହିଛି | ପୁଲୱାମା ଠାରୁ ମାତ୍ର ୧୦ କି:ମି: ଦୂରରେ ଅବସ୍ଥିତ ପିଙ୍ଗଲାନ ଅଂଚଳରେ ଲୁଚି ରହିଥିଲେ ଆତଙ୍କବାଦୀ | ଆଜି ସକାଳୁ ଏନକାଉଣ୍ଟରରେ ପୁଲୱାମା ଆତ୍ମଘାତୀ ହମଲାର ମାଷ୍ଟର ମାଇଣ୍ଡ ଗାଜି ରସିଦ ନିହତ ହୋଇଥିଲା | ଗୁଳି ବିନିମୟରେ ଭାରତୀୟ ସେନାର ଜଣେ ମେଜରଙ୍କ ସହ ୪ଜଣ ଯବାନ ସହିଦ ହୋଇଛନ୍ତି | ଏପର୍ଯ୍ୟନ୍ତ ଭାରତୀୟ ସେନାଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି | ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି |

   Related Posts