Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କୋଭିଡ୍ ଲାଇନ୍‌କୁ ବେଖାତିର କରି ଚାଲିଥିଲା ସପିଂ ମଲ୍, ଚଢାଉ କଲା ପ୍ରଶାସନ, ଏକ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ମାଲିକ

21/05/2021 at 7:14 PM

ଢେଙ୍କାନାଳ ୨୧।୦୫ : କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ରୋକିବା ପାଇଁ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ । ଫଳରେ ଉଠାଦୋକାନୀଙ୍କଠୁ ନେଇ ଛୋଟ ମୋଟ ଦୋକାନୀ ସବୁ ଗୁଜୁରାଣ ହରାଇ ଦୁର୍ବିସହ ହୋଇପଡ଼ିଲାଣି । ଏପଟେ କିନ୍ତୁ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଖେମକା ସପିଂ ମଲ ମାଲିକ ସରକାରଙ୍କ କଟକଣାକୁ ଫୁ କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ଲକ ଡାଉନ କଟକଣାକୁ ବେଖାତିର କରି ଆଗ ପାଖେ ତାଲା ଝୁଲାଇ ଗଳା ବାଟରେ  ଗ୍ରାହକ ମାନଙ୍କୁ ନେଇ ଭିତରେ ବେପାର ଚଳାଇଥଲେ ।

ଏ ସମ୍ପର୍କରେ ଖବର  ପାଇ ଆଜି ଢେଙ୍କାନାଲ ପୌରସଂସ୍ଥା ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ କୋଭିଡ କଟକଣାକୁ  ଉଲ୍ଲଂଘନ କରିଥିବାରୁ ଏହି ଖେମକା ସପିଂ ମଲକୁ ପୌରସଂସ୍ଥା ପକ୍ଷରୁ ସିଲ କରି ଦିଆଯାଇଛି । ଏଥିସହ  ଏକ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ।

   Related Posts