Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଅଭାବନୀୟ : ମାଲିକଙ୍କ ଅବହେଳା ଯୋଗୁଁ ଚାଲିଗଲା ଜୀବନ !

15/11/2020 at 8:18 AM

ଭୁବନେଶ୍ୱର ୧୫।୧୧: ଦୀପାବଳିରେ ଅଭାବନୀୟ । ଘର ମାଲିକଙ୍କ ଅବହେଳା ଯୋଗୁଁ ଚାଲିଗଲା ନିରୀହ ଜୀବନ। ଛାତ ଉପରୁ ଖସି ପଡି ମୃତ୍ୟୁ ବରଣ କରିଛନ୍ତି ସୁରେନ୍ଦ୍ର ସାହୁ ।

ଖବର ଅନୁଯାୟୀ, ଗତକାଲି ଅପରାହ୍ମରେ ସୁରେନ୍ଦ୍ର ଛାତ ରେ ଦୀପାବଳି ପାଇଁ ଲାଇଟ ଲଗାଇବା ସମୟରେ ଖସି ପଡ଼ିଥିଲେ ସୁରେନ୍ଦ୍ର । ତାଙ୍କ ମୁଣ୍ଡ ଓ ଛାତି ରେ ଆଘାତ ଲାଗିଥିଲା । ତେବେ ମେଡିକାଲ ନେବା ବଦଳରେ ମଦ ପିଇ ପଡି ଯାଇଥିବେ ଭାବି ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ ଘର ମାଲିକ । ଏପରିକି ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ତାକୁ ଫେରାଇ ଦେଇଥିଲେ । କିଛି ଘଣ୍ଟା ପରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଘଟଣା ସ୍ଥଳରେ ସହୀଦ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ କୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ମେଡିକାଲ ପଠାଇ ଦିଆ ଯାଇଛି ।

   Related Posts