ଯାତ୍ରା ଦେଖିବାକୁ ଯିବା ବେଳେ ବୁଡିଲା ଡଙ୍ଗା : ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | December 14, 2019 IST

ଦେବଗଡ ୧୪।୧୨: ଗୋହିରା ଗୋହିରା ଡ୍ୟାମ୍ ପାଣି ରେ ଅଘଟଣ ଘଟିଛି । ଦୁଇଟି ହୁଲି ଡଙ୍ଗାରେ ଛଅ ଜଣ ନଦୀ ପାର ହେଉଥିବା ବେଳେ ନଦୀରେ ବୁଡିଯାଇ ଜଣେ ନିଖୋଜ । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ।

{"id":197490,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଠେଲାକୋଗୁଡି ଗାଁକୁ ଯାତ୍ରା ଦେଖିବାକୁ ଛଅ ଜଣ ଦୁଇଟି ହୁଲି ଡଙ୍ଗାରେ ଯାତ୍ରା କରୁଥିଲେ । କିନ୍ତୁ ନଦୀରେ ଡଙ୍ଗାଦୁଇଟି ହଠାତ୍ ଯାଇଥିଲା। ଡଙ୍ଗାରେ ଥିବା ଛଅଜଣଙ୍କ ମଧ୍ୟରୁ ପାଞ୍ଚଜଣ ପହଁରି ପହଁରି କୂଳ ଆସିଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ବରଘାଟ ଗାଁର ଦେବ ସିଂହ ବୋଲି ଜଣାପଡିଛି ।ଘଟଣାସ୍ଥଳରେ  ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.