Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

କାର୍ ଚାଳକଙ୍କ ଖାମ୍‌ଖିଆଲି ଗାଡି ଚାଳନା, ୫ଟି କୁକୁରଙ୍କ ଉପରେ ଚଢିଗଲା କାର୍

6/06/2021 at 11:35 AM

ଭୁବନେଶ୍ୱର ୦୬।୦୬: କାର୍‌ ଚାଳକଙ୍କ ଖାମ୍‌ଖିଆଲି ଗାଡି ଚାଳନା । ୫ଟି କୁକୁରଙ୍କ ଉପରେ ଗାଡି ଚଢାଉ ଚାଳକ ଗିରଫ । ପୁରୁଣା ଭୁବନେଶ୍ୱର ଘୁସାରେଶ୍ୱର ଅଞ୍ଚଳର ଘଟଣା । ଗିରଫ ବ୍ୟକ୍ତିଙ୍କ ନାମ ପ୍ରଫୁଲ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପୁରୁଣା ଭୁବନେଶ୍ୱରର ଘୁସାରେସ୍ୱର ଅଞ୍ଚଳରେ ନିଜ କାରରେ ୫ଟି କୁକୁରଙ୍କ ଉପରେ ଚଢାଇଥିଲେ ପ୍ରଫୁଲ । କାର ଚଢିବା ଫଳରେ ୫ଟି କୁକୁରଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଲିଙ୍ଗରାଜ ଥାନାରେ ଏତଲା ହୋଇଥିଲା । ବିଳମ୍ବିତ ରାତିରେ ପ୍ରଫୁଲ ରାଉତଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୋଗ ଅନୁସାରେ 429,506,294, ସେକ୍ସନ 11  cruelty  animal act ଦଫାରେ ପ୍ରଫୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି ଲିଙ୍ଗରାଜ ଥାନା ପୋଲିସ ।

   Related Posts