ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

Published By : Prameya-News7 Bureau | December 02, 2019 IST

କୁଚିଣ୍ଡା ୦୨।୧୨:  ଜଣେ ଯୁବକଙ୍କୁ ଦଳିଦେଲା ହାତୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଦଳିଦେଲା ହାତୀ । ମୃତକ ତୁମେରମୁଣ୍ଡା ଗାଁର ସପନୀଲ ଏକ୍କା ବୋଲି ଜଣାପଡିଛି ।

{"id":192822,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଆଜି ସକାଳ ସମୟରେ ଯୁବକ ଜଣଙ୍କ ବନଖଣ୍ଡ ଡୁମେରମୁଣ୍ଡା-ମହୁଲମୁଣ୍ଡା ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ତାଙ୍କୁ ଦଳି ଦେଇଥିବା ବେଳେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବନବିଭାଗ  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.