Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୧୨ଗ୍ରାମ ବ୍ରାଉନସୁଗାର ସହ ଜଣେ ବ୍ୟକ୍ତି ଗିରଫ

5/02/2020 at 5:36 PM

ରାଇରଙ୍ଗପୁର ୦୫।୦୨:  ଧଳାଜହର ଜବତ ସହ ଜଣେ ଯୁବକ ଗିରଫ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଥିବା ସ୍କୁଲ ପଛ ପଟୁ ଜବତ କରିଛି ପୋଲିସ । ତେବେ ଗିରଫ ହୋଇଥିବା ଯୁବକ ନିକଟରୁ  ୬ଟି ଏଟିଏମ୍, ପୁରୁଣା ସମୟର ୩ଟି ମୁଦ୍ରା, ନଗଦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଠାକୁରାଣିବେଡା ଦିଲ୍‌ଦାର ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟ ପଛ ପଟେ ବ୍ରାଉନସୁଗାର ବେପାର ନେଇ ପୋଲିସକୁ ଖବର ମିଳିଥିଲା । ପୋଲିସ ଚଢାଉ କରି ୧୨ଗ୍ରାମ ବ୍ରାଉନସୁଗାର ସହ ଜଣଙ୍କୁ ଗିରଫ କରିଛି । ତେବେ ବ୍ରାଉନ ସୁଗାର କାରବାରରେ ଆଉ କେତେ ଜଣ ସାମିଲ ଅଛନ୍ତି । ସେନଇ ପୁଲିସ ତଦନ୍ତ ଜାରି ରଖିଛି । ରାଇରଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ନେଇ ଚର୍ଚ୍ଚା ଧରିଥିଲା ବେଳେ ପୁଲିସର ସଫଳତାକୁ ସାଧାରଣଲୋକ ପ୍ରଶଂସା କରିଛନ୍ତି।

   Related Posts