ଲୁଟେରା ଗ୍ୟାଙ୍ଗ୍ର ଜଣେ ସଦସ୍ୟ ଗିରଫ, ଅନ୍ୟ ୮ ଫେରାର
2/10/2019 at 2:55 PM

ବ୍ରହ୍ମପୁର ୨।୧୦: ଗଞ୍ଜାମ ଜିଲ୍ଲା ଗୋସାଣୀନୂଆଗାଁ ପୋଲିସ ଦ୍ବାରା ଜଣେ ଗିରଫ ହୋଇଛି । ପୋଲିସ ଏବଂ ସିବିଆଇ ପରିଚୟ ଦେଇ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଲୁଟତରାଜ କରୁଥିଲା ଅଭିଯୁକ୍ତ । ଗିରଫ ଯୁବକ ହେଲେ କର୍ଣ୍ଣାଟକର ସିକନ୍ଦର ଅଲ୍ଲୀ ।

ଲୁଟେରା ଗ୍ୟାଙ୍ଗରେ ୯ଜଣ ରହିଥିବା ପୋଲିସ ସୂଚନା ଦେଇଛି । ତେବେ ଫେରାର ଥିବା ଅନ୍ୟ ୮ ଜଣକୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛି ।
Related Posts
କଟକ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
28 January 2021
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021