ଲୁଟ୍ କରିବାକୁ ଆସି ଡ୍ରେନ୍‌ରେ ଖସି ପଡିଲା ଗାଡି : ଜଣେ ଲୁଟେରା ଗିରଫ, ଦୁଇ ଫେରାର

Published By : Prameya-News7 Bureau | October 19, 2019 IST

ଭୁବନେଶ୍ବର ୧।୧୦: ଭୁବନେଶ୍ବର ଆଳୁଗଦି ନିକଟରେ ଲୁଟ୍ କରିବାକୁ ଆସି ଡ୍ରେନରେ ଖସି ପଡ଼ିଲା ଗାଡ଼ି । ଲୁଟ୍ କରୁଥିବା ବେଳେ ଭାରସାମ୍ୟ ହରାଇ ଡ୍ରେନରେ ଖସି ପଡ଼ିଛି ଗାଡ଼ି । ଘଟଣାସ୍ଥଳରୁ ୨ ଲୁଟେରା ଫେରାର ହୋଇଥିବା ବେଳେ ଜଣେ ଲୁଟେରାକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଅଟକ ବ୍ୟକ୍ତି ଜଣକ ହେଉଛନ୍ତି ସୁବାସ ବସ୍ତିର ନରେନ୍ଦ୍ର ମହାପାତ୍ର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.