ସଡକ ଦୁର୍ଘଟଣାରେ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ମୃତ

Published By : Prameya-News7 Bureau | November 28, 2019 IST

ଝାରସୁଗୁଡା ୨୮।୧୧ -ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ସୁତାରଙ୍କର ମୃତ୍ୟୁ ହୋଇଛି ।

ଝାରସୁଗୁଡା ବ୍ରଜରାଜନଗର ରାସ୍ତାର ପ୍ରସନ୍ନପଣ୍ଡା ଛକରେ ଘଟିଥିବା ଏହି ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.