୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ, ୪ ଜଣ ଗୁରୁତର

Published By : Prameya-News7 Bureau | September 09, 2021 IST

ଜଗତସିଂହପୁର ୯।୯: ଜଗତସିଂହପୁର ରଘୁନାଥପୁର ବର୍ତ୍ତି ଛକ ନିକଟରେ ଅଘଟଣ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବିଦ୍ୟୁତ ଖୁଣ୍ଟ ପକାଉଥିବା ବେଳେ ଘଟିଛି ଅଘଟଣ । ଗୁରୁତରମାନଙ୍କୁ ରଘୁନାଥପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.