ରୋଲର୍‌ରେ ପିଟି ହୋଇ ଜଣେ ଗୁରୁତର...

Published By : Prameya-News7 Bureau | June 10, 2020 IST

ବାଲିଅନ୍ତା୧୦/୬: ବାଲିଅନ୍ତା ଥାନା ପଞ୍ଚାୟତ ରୋଡ୍ ରାସ୍ତାରେ ଥିବା ରୋଲରରେ ପିଟି ହୋଇ ଜଶେ ବ୍ୟକ୍ତି ଗୁରୁତର। ଗୁରୁତର ବ୍ୟକ୍ତିଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ବ୍ୟକ୍ତି ହେଉଛନ୍ତି ବନମାଳିପୁରର ବାମଦେବ ଜେନା । ବାମଦେବ ଭୁବନେଶ୍ଵରରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବାଲିଅନ୍ତା ଥାନା ପଞ୍ଚାୟତ ରୋଡ୍ ନିକଟରେ ଏକ ରୋଲରରେ ରେ ପିଟି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.