Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ, ଅଷ୍ଟମ ଶ୍ରେଣୀ ଛାତ୍ରୀ ଆହତ

14/09/2019 at 4:13 PM

ଘଟଗାଁ ୧୪|୯: କେନ୍ଦୁଝର ଜିଲ୍ଲା ଘଟଗଁ। ବ୍ଲକ୍ ଅନ୍ତର୍ଗତ ମେଲାଣ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶୋଇଥିବା ବେଳେ ଘରର କାନ୍ଥ ପଡି ଅଷ୍ଟମ ଶ୍ରେଣୀ ଛାତ୍ରୀ ଆହାତ ହୋଇଛନ୍ତି । ଆହତ ଛାତ୍ରୀ ଜଣଙ୍କ ହେଲେ ମେଲାଣ ଗ୍ରାମର ନିପା ମାଙ୍କାଡିଆଙ୍କ ୧୨ ବର୍ଷର ଝିଅ ସୁକୁରୀ ମାଙ୍କାଡିଆ ।

ସୂଚନାଯୋଗ୍ୟ ଯେ, ସୁକୁରୀ ଗତକାଲି ରାତିରେ ଖାଇସାରି ଭାଇ ଭଉଣୀଙ୍କ ସହ ଘରେ ଶୋଇଥିଲେ । ରାତି ପାଖାପାଖି ୧ଟା ୩୦ ମିନିଟ୍ ସମୟରେ ଅଚାନକ ଘରର କାନ୍ଥ ଭିତର ପାର୍ଶ୍ବରେ ଭୁଶୁଡି ପଡିଥିଲା । ଫଳରେ ସୁକୁରୀ ମାଙ୍କାଡିଆଙ୍କ ମୁଣ୍ଡ ପାଟି ଯିବାରୁ ସେ ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ତାକୁ ଘଟଗଁ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସୁକୁରୀଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ତେବେ ତାଙ୍କ ଅନ୍ୟ ଭାଇ ଭଉଣୀଙ୍କର କିଛି ହୋଇନଥିବା ସୂଚନା ମିଳିଛି ।

   Related Posts