ଭଞ୍ଜନଗର ନିର୍ବାଚନମଣ୍ଡଳିରେ ରାଜନୈତିକ ହିଂସା, ହାଣିଦେଲେ ବିଧାୟକ ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କ ମୁଣ୍ଡକୁ

Published By : Prameya-News7 Bureau | April 11, 2019 IST

ଭଞ୍ଜନଗର୧୧|୪: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ଗତ ରାତିରେ ଘଟିଛି ଏକ ରାଜନୈତିକ ହିଂସା କାଣ୍ଡ ।ବିଜେଡି ଏବଂ ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲି ପ୍ରଥମେ ଗାଳି ଗୁଲଜ ହୋଇଥିଲା । ତାପରେ ହୋଇଥିଲା ମୁହାଁ ମୁହିଁ ପରିସ୍ଥିତି ।ବିଜେପିର ବିଧାୟକ ପାର୍ଥୀ  ପ୍ରଦ୍ୟୁମ୍ନ ନାୟକଙ୍କ ସମ୍ପର୍କୀୟ ଭଣ ଜାକୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ ହୋଇଥିଲା ।

{"id":102261}

ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆହତ ଙ୍କ ନା ଅଜିତ ପ୍ରଧାନ ଵୋଲି ଜଣାପଡିଛି । ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.