ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି : ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ଆହତ
20/09/2019 at 3:31 PM

ବ୍ରହ୍ମପୁର ୨୦।୯ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଗଣ୍ଡଗୋଳ ଫଳରେ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ବୁନୁ ମିଶ୍ର ଆହତ ହୋଇଥିବା ସୂଚନା ମିଳିଛି ।
Related Posts
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021