Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଦନ୍ତା ହାତୀ ଆକ୍ରମଣରେ ଜଣେ ଆହତ

18/12/2019 at 3:00 PM

ସୁବର୍ଣ୍ଣପୁର ୧୮।୧୨: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜର ସାରସ ଦାଦର ଗାଁରେ ଦନ୍ତା ହାତୀ ଉପଦ୍ରବ । ଘରେ ପଶିବା ସହ ପରିବାରଲୋକଙ୍କୁ ଆକ୍ରମଣ କରିଛି ଦନ୍ତା । ହାତୀ ଆକ୍ରମଣରେ ଗୁରୁଦେବ ଧାରୁଆ ଆହତ ହୋଇଥିବା ଜଣାପଡିଛି । ହାତୀ ଘର ଭାଙ୍ଗିବା ସହ ଗଚ୍ଛିତ ଧାନ ଓ ଖଳାରେ ଥିବା ଧାନ ନଷ୍ଟ କରିଦେଇଛି ।

ଗାଁ ଲୋକେ ହାତୀ ପଲ ଆସିଥିବା ଜାଣିବା ପରେ ଦଳବଦ୍ଧ ଭାବେ ହାତୀଙ୍କୁ ସିଂହାସନ ଜଙ୍ଗଲ ଆଡକୁ ଘଉଡ଼ାଇଥିଲେ । ଗତ କିଛିଦିନ ତଳେ ସାରସ ଦାଦର ଗାଁରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କିଛି ଲୋକ ଗୋଟିଏ ଦନ୍ତା ହାତୀକୁ ମାରି ଦାନ୍ତ କାଟି ନେଇଥିଲେ ।

   Related Posts