ଭୁବନେଶ୍ବର ୟୁନିଟ୍-୪ରେ ସ୍କୁଟିକୁ ପିଟିଲା ମୋ ବସ୍

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ଭୁବନେଶ୍ବର ୟୁନିଟ୍ ୪ ରେଡ୍‌କ୍ରସ୍ ଭବନ ନିକଟରେ ସଡକ ଦୁର୍ଘଟଣା ହୋଇଛି । ମୋ ବସ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

{"id":132857}

ଗୁରୁତର ହେଉଛନ୍ତି ବାବାଜୀ ସେଠୀ । ସେ ଏଜିର ପୂର୍ବତନ କର୍ମଚାରୀ । ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ବାରମ୍ବାର ଏଭଳି ଦୁର୍ଘଟଣାମାନ ଘଟୁଥିବାର ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.