୨୦ କେ.ଜି. ବାରହା ମାଂସ ସହ ଶିକାରୀ ଗିରଫ

Published By : Prameya-News7 Bureau | October 30, 2020 IST

ଢେଙ୍କନାଳ ୩୦/୧୦: ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି  ମାଂସ ବିକ୍ରି କରିଚାଲିଥିଲେ ଅଭିଯୁକ୍ତ । ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ନିଜେ ଆଇନ୍‌ ଜାଲରେ ଛନ୍ଦି ହୋଇଗଲେ ।

ଆଉ ଏପରି ଜଣେ ବାରହା ଶିକାରୀକୁ କାବୁ କରିଛି ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳରୁ ୨୦କିଲୋଗ୍ରାମ ବାରହା ମାଂସ ସହ ଜଣକୁ ଗିରଫ କରାଯାଇଛି । ଗିରଫ ଜଣଙ୍କ ସ୍ଥାନୀୟ ବିରିବୋଲେଇ ଗ୍ରାମର ଉପେଦ୍ର ସାହୁ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.